ଏକ ଦେଶ ଏକ ନିର୍ବାଚନ
ଏ ବିଚାର ଧାରା ର ଗୁରୁତ୍ଵ ବୁଝିବା
ଅତ୍ୟାବଶ୍ୟକ । ଛୋଟ ଛୋଟ ନିର୍ବାଚନ ଯଥା – କଲେଜ ନିର୍ବାଚନ,
ମୁନିସିପାଲଟି ନିର୍ବାଚନ ବେଳେ କେବଳ ଶତ୍ରୁତା ର ବିକାଶ ଘଟେ । ଆଉ ଦେଶର ନିର୍ବାଚନ ? ଦଳ, ଭାଷା, ଜାତି, ଓ ଧର୍ମ ଏପରିକି ନିଜ ନିଜ ଭିତରେ ପ୍ରାଣଘାତୀ ବିବାଦର ସୂତ୍ରପାତ ହୁଏ । ଏହା ଛଡା ଜାବତୀୟ ଅନ୍ୟାୟ କାର୍ଯ୍ୟ ଯଥା - ଚୋରାଧନ, ମଦ, ପ୍ରତାରଣା, ଖଳ
ପ୍ରକୃତି ଓ ହତ୍ୟା ର ବି ବୃଦ୍ଧି ଘଟି ଥାଏ । ନିର୍ବାଚନ ଦୁର୍ଜନ ସୃଷ୍ଟିକାରୀ ର ଏକ ପ୍ରକଳ୍ପ। ସେହିପରି ଆମ ଦେଶର ଐକ୍ୟ କରଣ ପ୍ରଚେଷ୍ଟା by our opposition.
ଏହାର ବିକଳ୍ପ ‘We & Our India’ ବହିରେ ହିଁ ମିଳି ପାରିବ । ଏହା 12 ବର୍ଷ ତଳୁ ବିଶିଷ୍ଠ ନେତୃ ବର୍ଗଙ୍କୁ ସମର୍ପିତ କରାଯାଇଅଛି । ଏବେ ଏହା କମ୍ପିଉଟର ରେ ମାଗଣା ରେ ଉପଲବ୍ଧ । ପଢନ୍ତୁ ଓ ପଢାନ୍ତୁ ଏବଂ ଦେଶର ଅନ୍ୟ ନେତାମାନଙ୍କୁ ଅବଗତ କରାନ୍ତୁ ଓ ଆମ ଦେଶକୁ ସାଂଘାତିକ ବିପଦରୁ ରକ୍ଷା କରନ୍ତୁ ।
drspattanaik.blogspot.com
Comments
Post a Comment