ଜ୍ଞାନ୍ତବ୍ୟ କେତେକ ରୋଗ ଯଥା ଶ୍ରବଣ ହୀନତା , କାନରେ ଭାଁ ଭାଁ ଶବ୍ବ , ମୁଣ୍ଡ ବୁଲା , ମୁଣ୍ଡ ବ୍ୟଥା , ପାଟି ଘା , ବେକମୁଣ୍ଡା ବା ଅଣ୍ଟାବିନ୍ଧା , ଆଙ୍ଗୁଠି ଥରା , ଶରୀରର ବିଭିନ୍ନ ସ୍ଥାନ ରେ ଯନ୍ତ୍ରଣା ହେବା , ବହୁ ଦିନ ଧରି ଲାଗିରହିଥିବା ସର୍ଦି ଓ ନାକରୁ ଅସହ୍ୟ ଦୁର୍ଗନ୍ଧ ବାହାରିବା ରୋଗ (ମତ୍ସ୍ୟ ଗନ୍ଧା ରୋଗ) ଏପରି ଅନେକ ରୋଗ ର କାରଣ ଓ ଚିକିତ୍ସା ଜଣା ନଥାଏ । ଏପ୍ରକାର ରୋଗୀ ଅନ୍ୟ ବିଶେଷଜ୍ଞ ଡାକ୍ତର ବା ପ୍ରସିଦ୍ଦ ଚିକିତ୍ସା ଅନୁଷ୍ଠାନ ମାନଙ୍କ ଠାରୁ ନିରାସ ହୋଇଥିଲେ ଓଡିଶାର ବୟୋଜେଷ୍ଠ , କର୍ଣ୍ଣ ନାସା ଗଳା ବିଶେଷଜ୍ଞ ଅବସର ପ୍ରାପ୍ତ ଅଧ୍ୟପକ ତଥା ରୋଗ ନିର୍ଦ୍ଧାରଣ ସମ୍ବଧରେ ଗବେଷଣାରତ , ଅନ୍ତର୍ଜାତିକ କ୍ଷ୍ୟାତି ସମ୍ପର୍ଣ୍ଣ ଡା. ସୁଧାକର ପଟ୍ଟନାୟକ ଙ୍କ ପରାମର୍ଶ ନିଆଯାଇପାରେ । ଯୋଗାଯୋଗ – ସମୟ ସନ୍ଧ୍ୟା ୫ଟା ରୁ ୬ , (ଟେଲିଫୋନ ନମ୍ବର- ୯୪୩୭୩୪୧୦୫୪ , ୯୦୪୦୨୫୬୩୬୪ , ୯୪୩୮୦୩୬୭୪୧ ) Email- drspattanaik@yahoo . co.uk