ବର୍ଷା ଅନୁଭବ ସମସ୍ୟାର ସୁଧାର ପାଇଁ ଚେଷ୍ଟା ସମ୍ପୂର୍ଣ ବିଫଳ ହେବାର ଲକ୍ଷଣ , ବୈଜ୍ଞାନିକ ପର୍ଜ୍ୟାଲୋଚନା ରୁ ଅନୁମିତ । ନିରିକ୍ଷକ ଜଣେ ବିଚାରକ ନ ହୋଇ ଜଣେ ମନ ରୋଗ ବିଶେଷଜ୍ଞ ( psychiatric ) , ଜଣେ ଅନ୍ତସ୍ରାବ ବିଶେଷଜ୍ଞ (endocrinologist) ଓ ଜଣେ ଶରୀର କ୍ରିୟା ବିଶେଷଜ୍ଞ (physiologist) ହେଲେ ବିବାହ ବିଚ୍ଛେଦର କାରଣ ସ୍ପଷ୍ଟ ହୁଅନ୍ତା ଓ ଏହା ସାମାଜିକ ବିବାହ ନିର୍ଦ୍ଧାରଣ ରେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତା ।