ବର୍ଷା , ଅନୁଭବ ସମସ୍ୟା ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଶୃଷ୍ଠ ସ୍ଵପ୍ନ ରାଇଜର ବିକୃତ ସମସ୍ୟା ପୋଲିସ , ମାଜିଷ୍ଟ୍ରେଟ , ଓକିଲଙ୍କ ଦ୍ଵାରା ସମାହିତ ହେବାରେ ବହୁ ଲଜ୍ୟାକର , ଅଶ୍ରାବ୍ୟ ଘଟଣା ର ଅବତାରଣା ହୋଇପାରେ । ଦୁହେଁ endocrinologist, ଓ psychologist ଡାକ୍ତର ଙ୍କ ମିଳିତ ପରାମର୍ଶ ନେଇ ନିଜ ନିଜର ପ୍ରତିଷ୍ଠା ବଜାଇ ରଖି ବୈବାହିକ ସମ୍ପର୍କ ବଜାୟ ରଖିବା ବା ତ୍ୟାଗ କରିବା ସ୍ଥିର କରନ୍ତୁ ।