Skip to main content

Posts

Showing posts from July, 2021

#ପାଟି ପୋଡା ରୋଗ

  ପାଟି ପୋଡା ରୋଗ                               ପାଟି ପୋଡିବା , ଜିଭ ପୋଡିବା ବା ତାଳୁ ପୋଡିବା ଗୋଟିଏ ସାମାନ୍ୟ ରୋଗ ପରି ବୋଧ ହୁଏ |   ବେଳେ ବେଳେ ଜିଭରେ ମାନଚିତ୍ର ଭଳି ଚିହ୍ନ , ଉପରିଆ ବା ସାଙ୍ଘାତିକ ବା ଜିଭର ଆକାର ରେ ବକ୍ରତା ଦେଖାଦିଏ | ଏ ରୋଗରେ ଚିକିତ୍ସା ନାହିଁ | ସମୟ ସମୟ ରେ ଶରୀର ର ରୋଗ ନିବାରକ ଶକ୍ତି ରେ (immunity) ଏହା ଅନେକ ସମୟରେ ଆପେ ଭଲ ହୋଇଯାଏ | ବେଳେ ବେଳେ ଏହା ସାଙ୍ଘାତିକ କ୍ୟାନ୍ସର ରେ ପରିଣତ ହୋଇପାରେ |                         ଲେଖକ ନିଜ ଗବେଷଣାରେ ଏହାର ଚିକିତ୍ସା ଆବିଷ୍କାର କରିଛନ୍ତି | ପୃଥିବୀର ବଡ ବଡ କର୍ଣ୍ଣ , ନାସା ଚିକିତ୍ସା ବିଜ୍ଞାନ ପତ୍ରିକାରେ ଏହା ପ୍ରକାଶିତ | ନିଜ ଡାକ୍ତର ମାନଙ୍କ ଦ୍ୱାରା ଉକ୍ତ ଚିକିତ୍ସା କରଣୀୟ |                           ...