ବର୍ଷା ଅନୁଭବ ସମସ୍ୟାର ସୁଧାର ପାଇଁ ଚେଷ୍ଟା ସମ୍ପୂର୍ଣ ବିଫଳ ହେବାର ଲକ୍ଷଣ,
ବୈଜ୍ଞାନିକ ପର୍ଜ୍ୟାଲୋଚନା ରୁ ଅନୁମିତ । ନିରିକ୍ଷକ ଜଣେ ବିଚାରକ ନ ହୋଇ ଜଣେ ମନ ରୋଗ ବିଶେଷଜ୍ଞ (psychiatric), ଜଣେ ଅନ୍ତସ୍ରାବ ବିଶେଷଜ୍ଞ (endocrinologist) ଓ ଜଣେ ଶରୀର
କ୍ରିୟା ବିଶେଷଜ୍ଞ (physiologist)ହେଲେ ବିବାହ ବିଚ୍ଛେଦର କାରଣ ସ୍ପଷ୍ଟ
ହୁଅନ୍ତା ଓ ଏହା ସାମାଜିକ ବିବାହ ନିର୍ଦ୍ଧାରଣ ରେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତା ।
Comments
Post a Comment