ପାଟି ପୋଡା ରୋଗ
ପାଟି ପୋଡିବା, ଜିଭ ପୋଡିବା ବା ତାଳୁ ପୋଡିବା ଗୋଟିଏ ସାମାନ୍ୟ ରୋଗ ପରି ବୋଧ ହୁଏ |
ବେଳେ ବେଳେ ଜିଭରେ ମାନଚିତ୍ର ଭଳି ଚିହ୍ନ, ଉପରିଆ ବା ସାଙ୍ଘାତିକ ବା ଜିଭର ଆକାର ରେ ବକ୍ରତା ଦେଖାଦିଏ | ଏ ରୋଗରେ ଚିକିତ୍ସା
ନାହିଁ | ସମୟ ସମୟ ରେ ଶରୀର ର ରୋଗ ନିବାରକ ଶକ୍ତି ରେ (immunity) ଏହା ଅନେକ ସମୟରେ ଆପେ ଭଲ ହୋଇଯାଏ |ବେଳେ ବେଳେ ଏହା ସାଙ୍ଘାତିକ କ୍ୟାନ୍ସର ରେ ପରିଣତ ହୋଇପାରେ |
ଲେଖକ ନିଜ ଗବେଷଣାରେ ଏହାର ଚିକିତ୍ସା ଆବିଷ୍କାର କରିଛନ୍ତି | ପୃଥିବୀର ବଡ ବଡ କର୍ଣ୍ଣ, ନାସା ଚିକିତ୍ସା ବିଜ୍ଞାନ ପତ୍ରିକାରେ ଏହା ପ୍ରକାଶିତ | ନିଜ ଡାକ୍ତର ମାନଙ୍କ ଦ୍ୱାରା ଉକ୍ତ ଚିକିତ୍ସା କରଣୀୟ |




Comments
Post a Comment