ଜ୍ଞାନ୍ତବ୍ୟ
କେତେକ
ରୋଗ ଯଥା ଶ୍ରବଣ ହୀନତା,
କାନରେ ଭାଁ ଭାଁ ଶବ୍ବ, ମୁଣ୍ଡ ବୁଲା, ମୁଣ୍ଡ
ବ୍ୟଥା, ପାଟି ଘା, ବେକମୁଣ୍ଡା ବା
ଅଣ୍ଟାବିନ୍ଧା, ଆଙ୍ଗୁଠି ଥରା, ଶରୀରର
ବିଭିନ୍ନ ସ୍ଥାନ ରେ ଯନ୍ତ୍ରଣା ହେବା, ବହୁ ଦିନ ଧରି ଲାଗିରହିଥିବା
ସର୍ଦି ଓ ନାକରୁ ଅସହ୍ୟ ଦୁର୍ଗନ୍ଧ ବାହାରିବା ରୋଗ (ମତ୍ସ୍ୟ ଗନ୍ଧା ରୋଗ) ଏପରି ଅନେକ ରୋଗ ର
କାରଣ ଓ ଚିକିତ୍ସା ଜଣା ନଥାଏ । ଏପ୍ରକାର ରୋଗୀ
ଅନ୍ୟ ବିଶେଷଜ୍ଞ ଡାକ୍ତର ବା ପ୍ରସିଦ୍ଦ ଚିକିତ୍ସା ଅନୁଷ୍ଠାନ ମାନଙ୍କ ଠାରୁ ନିରାସ ହୋଇଥିଲେ
ଓଡିଶାର ବୟୋଜେଷ୍ଠ, କର୍ଣ୍ଣ ନାସା ଗଳା ବିଶେଷଜ୍ଞ ଅବସର ପ୍ରାପ୍ତ
ଅଧ୍ୟପକ ତଥା ରୋଗ ନିର୍ଦ୍ଧାରଣ ସମ୍ବଧରେ ଗବେଷଣାରତ, ଅନ୍ତର୍ଜାତିକ କ୍ଷ୍ୟାତି
ସମ୍ପର୍ଣ୍ଣ ଡା. ସୁଧାକର ପଟ୍ଟନାୟକ ଙ୍କ ପରାମର୍ଶ ନିଆଯାଇପାରେ ।
ଯୋଗାଯୋଗ – ସମୟ
ସନ୍ଧ୍ୟା ୫ଟା ରୁ ୬,
(ଟେଲିଫୋନ ନମ୍ବର- ୯୪୩୭୩୪୧୦୫୪, ୯୦୪୦୨୫୬୩୬୪,୯୪୩୮୦୩୬୭୪୧ )
Email- drspattanaik@yahoo.co.uk
Comments
Post a Comment