କରୋନା ଟୀକା
ଆମେ ଆଜି ଆତ୍ମହରା ଯେ କରୋନା ମହ।ମ।ରି ଏଥର ନିର୍ମୂଳ ହେବ । କାରଣ ରୁଷିଆ ଏହାକୁ
ଆବିଷ୍କାର କରିପାରିଛି ତେଣୁ ବର୍ତ୍ତମାନ ଏହା ନିଶ୍ଚିତ ଦୃଷ୍ପାପ୍ୟ ଓ ଆଶାତୀତ ଭାବରେ ଦୁର୍ମୁଲ୍ୟ ହେବ ।
ଟୀକା ପ୍ରସ୍ତୁତି ଏବେ ଏକ ସାଧାରଣ ବୈଜ୍ଞାନିକ ପ୍ରକ୍ରିୟା । ଫ୍ରାଣ୍ସର ଲୁଇସ
ପଶ୍ଚର ପ୍ରାୟ ୨୦୦ ବର୍ଷ ତଳେ କେତେକ ଜୀବାଣୁ ଓ
ଭୂତାଣୁ ବିରୋଧରେ ଏହା ଆବିଷ୍କାର କରି ଥିଲେ । ବର୍ତ୍ତମାନ ବିଜ୍ଞାନ ର ଅଭିବୃଦ୍ଧି ସତ୍ତ୍ୱେ ତାର ଟୀକା ପାଇଁ ବହୁ ଦେଶରେ ବହୁ
ବୈଜ୍ଞାନିକଙ୍କ ଉଦ୍ୟମ ଜାରି ରହିଥିଲେ ମଧ୍ୟ କାହିଁକି ଏହା ଏତେ ବିଳମ୍ବରେ ରୁଷିଆ ର ବୈଜ୍ଞାନିକ
ମାନଙ୍କ ଦ୍ଵାରା ଆବିଷ୍କୃତ ହୋଇପାରିଲା ? ସେଥି ପାଇଁ ଏହାର ଊପଲବ୍ଧି ବିରଳ ଓ
ବହୁ ମୂଲ୍ୟବାନ ହେବା ସ୍ଵଭାବିକ ।
ଖୁବ ନିକଟରେ ଅନ୍ୟ ଦେଶ ମାନେ ମଧ୍ୟ ଏଥିରେ କୃତ
କାର୍ଯ୍ୟହେବେ ଓ ଟୀକା ସହଜ ଲଭ୍ୟ ଓ ସ୍ୱଳ୍ପ ମୂଲ୍ୟରେ ମିଳିବ ।
Comments
Post a Comment