ବର୍ଷା, ଅନୁଭବ ସମସ୍ୟା
ଅନୁଭବ ଓ
ବର୍ଷାଙ୍କ ମଧ୍ୟରେ ଶୃଷ୍ଠ ସ୍ଵପ୍ନ ରାଇଜର ବିକୃତ ସମସ୍ୟା ପୋଲିସ, ମାଜିଷ୍ଟ୍ରେଟ, ଓକିଲଙ୍କ ଦ୍ଵାରା ସମାହିତ ହେବାରେ ବହୁ
ଲଜ୍ୟାକର, ଅଶ୍ରାବ୍ୟ ଘଟଣା ର ଅବତାରଣା ହୋଇପାରେ । ଦୁହେଁ endocrinologist, ଓ psychologist ଡାକ୍ତର ଙ୍କ ମିଳିତ ପରାମର୍ଶ ନେଇ ନିଜ
ନିଜର ପ୍ରତିଷ୍ଠା ବଜାଇ ରଖି ବୈବାହିକ ସମ୍ପର୍କ ବଜାୟ ରଖିବା ବା ତ୍ୟାଗ କରିବା ସ୍ଥିର କରନ୍ତୁ ।
Comments
Post a Comment