ଚାଇନା ବିରୋଧ ରେ ବ୍ରହ୍ମାସ୍ତ୍ର
ଆଜି ସମଗ୍ର ମାନବ ସମାଜ ହିଂସାତ୍ମକ କାର୍ଯ୍ୟ କଳାପ ଯଥା ଉଗ୍ରବାଦ (terrorism), ଶାନ୍ତିକମି ଦେଶକୁ ବଳତ୍କାର ରେ
ଅଧିକାର କରିବା, ଜାତି ଜାତି ଓ ନାଗରିକ ମାନଙ୍କ ମଧ୍ୟରେ ଅନ୍ତଦ୍ଵଦ ଇତ୍ୟାଦି
କୁ ବିରୋଦ୍ଧ କରିବା ପାଇଁ ଆଗ୍ରହାନ୍ଵିତ ହେଲାଣି ।
ବର୍ତ୍ତମାନ ର ଶାନ୍ତି, ଅହିଂସା
ଭାତୃ ପ୍ରେମୀ ନିରୀହ ତିଦ୍ଧତ କୁ ଉଗ୍ରବାଦୀ ଚୀନ ମାଡି ବସି ତାଙ୍କ ଧାର୍ମିକ ଶାସକ ଦଲାଇ
ଲାମାକୁ ଦେଶାନ୍ତର କରି ତାଙ୍କରି ଦେଶକୁ ପଡୋଶୀ ଭାରତ ପାଇଁ ରଣ କ୍ଷେତ୍ର ବନାଇଛି ।
ଭାରତ ଚୀନ ଅଧିକାରକୁ ସ୍ବୀକୃତ ଦେଇ ଯେଉଁ ଭୁଲ କରିଛି ତାର ନିରାକରଣ ଏକାନ୍ତ ଆବଶ୍ୟକ । ସମସ୍ତ ମହାନ ଦେଶମାନଙ୍କୁ ଏହା ବିରୁଦ୍ଧ ରେ ଉଦଜୀବିତ କରିବା ଆମର ସର୍ବାଦୌ କର୍ତ୍ତବ୍ୟ। ତିଦ୍ଧତ ବାସୀ ତଥା ଦଲାଇ ଲାମାଙ୍କୁ ତାଙ୍କ
ଶାନ୍ତି ସୌହାର୍ଯ୍ୟ ଅହିଂସା ବାଦକୁ ପୁନଃ ପ୍ରତିଷ୍ଠା ରେ ସାହାଯ୍ୟ କରନ୍ତୁ ।
ସର୍ବଗ୍ରାସି ଚାଇନା ପାଇଁ ଏହା ହିଁ
ବ୍ରହ୍ମାସ୍ତ୍ର ।
Comments
Post a Comment