ମାଓ ସମସ୍ୟା ର ସମାଧାନ
ଗତ ୭୫ବର୍ଷ ଧରି ମାଓ ସେତୁଙ୍ଗ ର ଭକ୍ତ ମାନେ ଯେଉଁ ତାଣ୍ଡବ ସୃଷ୍ଟ କରି ସ୍ୱଦେଶର
ଅନିଷ୍ଟ ସାଧନ କରୁଛନ୍ତି ତାଙ୍କ ବିରୋଧରେ ଆମର ପୋଲିସ, ପ୍ରତିରକ୍ଷା ସମୂହ
ଅସହାୟ ପ୍ରତୀୟମାନ ହେଉଛନ୍ତି I
ସେମାନଙ୍କ ଲୁକାୟିତ ସ୍ଥିତି, ଅସ୍ତ୍ର ସଂଗ୍ରହ
ପ୍ରଣାଳୀ, କ୍ଷିପ୍ର ଆକ୍ରମଣ ଇତ୍ୟାଦିକୁ ଭେଦ କରି ପାରିବା ଶକ୍ତି ଆମ ଆଭ୍ୟନ୍ତରୀଣ ସେନାଧ୍ୟକ୍ଷ
ମାନଙ୍କ ଧାରଣା ବାହାରେ I
ଗୋଟିଏ ନୂତନ ତଥ୍ୟ ସମ୍ବଳିତ ଉପାୟ ଆମ ଶାସକ, ପୋଲିସ, ଅର୍ଦ୍ଧସାମରିକ
ବାହିନୀ ର ଅଧ୍ୟକ୍ଷ ମାନଙ୍କୁ ୧୦ ବର୍ଷ ହେଲା ବିଦିତ କରାଯାଉଛି I ଏଥିରେ କିଛି ମାସ
ମଧ୍ୟରେ ମାଓବାଦୀ ବିଲୁପ୍ତ ହୋଇଯିବେ I ଆମର ମାଓ ଦମନରେ ନିୟୋଜିତ ଯୋଦ୍ଧIମାନେ ଅକାରଣରେ
ସେମାନଙ୍କ ମୂଲ୍ୟବାନ ଜୀବନ ହରାଉଛନ୍ତି I
ସନ୍ଥ ସାବଧାନ !
Comments
Post a Comment