ଏକ ଦେଶ ଏକ ନିର୍ବାଚନ ଏ ବିଚାର ଧାରା ର ଗୁରୁତ୍ଵ ବୁଝିବା ଅତ୍ୟାବଶ୍ୟକ । ଛୋଟ ଛୋଟ ନିର୍ବାଚନ ଯଥା – କଲେଜ ନିର୍ବାଚନ , ମୁନିସିପାଲଟି ନିର୍ବାଚନ ବେଳେ କେବଳ ଶତ୍ରୁତା ର ବିକାଶ ଘଟେ । ଆଉ ଦେଶର ନିର୍ବାଚନ ? ଦଳ , ଭାଷା , ଜାତି , ଓ ଧର୍ମ ଏପରିକି ନିଜ ନିଜ ଭିତରେ ପ୍ରାଣଘାତୀ ବିବାଦର ସୂତ୍ରପାତ ହୁଏ । ଏହା ଛଡା ଜାବତୀୟ ଅନ୍ୟାୟ କାର୍ଯ୍ୟ ଯଥା - ଚୋରାଧନ , ମଦ , ପ୍ରତାରଣା , ଖଳ ପ୍ରକୃତି ଓ ହତ୍ୟା ର ବି ବୃଦ୍ଧି ଘଟି ଥାଏ । ନିର୍ବାଚନ ଦୁର୍ଜନ ସୃଷ୍ଟିକାରୀ ର ଏକ ପ୍ରକଳ୍ପ । ସେହିପରି ଆମ ଦେଶର ଐକ୍ୟ କରଣ ପ୍ରଚେଷ୍ଟା by our opposition. ଏହାର ବିକଳ୍ପ ‘We & Our India’ ବହିରେ ହିଁ ମିଳି ପାରିବ । ଏହା 12 ବର୍ଷ ତଳୁ ବିଶିଷ୍ଠ ନେତୃ ବର୍ଗଙ୍କୁ ସମର୍ପିତ କରାଯାଇଅଛି । ଏବେ ଏହା କମ୍ପିଉଟର ରେ ମାଗଣା ରେ ଉପଲବ୍ଧ । ପଢନ୍ତୁ ଓ ପଢାନ୍ତୁ ଏବଂ ଦେଶର ଅନ୍ୟ ନେତାମାନଙ୍କୁ ଅବଗତ କରାନ୍ତୁ ଓ ଆମ ଦେଶକୁ ସାଂଘାତିକ ବିପଦରୁ ରକ୍ଷା କରନ୍ତୁ । drspattanaik.blogspot.com
Comments
Post a Comment